ସକାଳୁ ସକାଳୁ ଆଜି ପହଂଚିଲି ମୁଁ ଶାରଜା ର ଏହି ଆକର୍ଷଣୀୟ ଜାଗା ରେ। ଏଠାକାର ମଣିଷକୃତ ଦ୍ବୀପ (man-made island) ରେ morning walk ର ଅନୁଭୂତି ଆସନ୍ତୁ ଜାଣିବା। ଆପଣ ମାନଙ୍କ ଭଲପାଇବା ଆଉ ଆଗ୍ରହ ଯୋଗୁ ଆଜି ସବସକ୍ରାଇବର ୩୦୦୦୦ ହଜାର ରୁ ବି ଅଧିକ ହୋଇଯାଇଛନ୍ତି। ସମସ୍ତଙ୍କୁ ହୃଦୟ ର ଧନ୍ୟବାଦ ! ଆଗକୁ ଆମ ଓଡିଶା ଲୋକଙ୍କ ପାଇଁ କେମିତି ସହଜ ରେ ଦୁବାଇ ଆସିହେବ ଆଉ କେତେ ଖର୍ଚ ରେ ଆସିହବ , ସେ ସବୁ ଉପରେ ଭିଡିଓ ବନେଇ ଛାଡ଼ିବି। ଚ୍ୟାନେଲ ସହ ଯୋଡି ହୋଇ ରୁହନ୍ତୁ। ଧନ୍ୟବାଦ , ଜୟ ଜଗନ୍ନାଥ ! ମୋ ଚ୍ୟାନେଲ୍ ର ଅନ୍ୟାନ୍ୟ ଭିଡିଓ ଗୁଡିକ ଦେଖନ୍ତୁ/ Others Videos on my channel :
----------------------------------------------------------------------------------------------------------------
ବୁର୍ଜ୍ ଖଲିଫା ର ଦିନ ବେଳର ଦୃଶ୍ୟ :
ତେଲ ଖଣି କ୍ୟାମ୍ପ ଏରିଆ/Oil field Dubai :
ଲାଷ୍ଟ୍ ଏକଜିଟ୍ /Last Exit Dubai :
ଦୁବାଇ ରେ ବୋଟ ରାଇଡିଂ/Boat Riding in Dubai :
ଦୁବାଇ ଏୟାରପୋର୍ଟ ଭିଡିଓ :
ପରିବା ମାର୍କେଟ ଦୁବାଇ :
ଦୁବାଇ ରେ କ୍ରିକେଟ ଖେଳ :
ପାଣି ଜାହାଜ ରେ ଦୁବାଇ/ Ferry Ride Dubai :
ବୁର୍ଜ ଖଲିଫା ଭାଗ-୧ /Dubai Mall & Burj Khalifa :
ଦୁବାଇ ର ରାସ୍ତାଘାଟ / Roads & Buildings in Dubai :
Today, morning I came to this place in Sharjah. This is Al-Majaj Amphitheatre , Buharia Corniche. You will love the ambiance and atmosphere over here. thanks everyone for your love and support. In short period of time I have reached over 30K subscribers. Jay Jagannath
Jay Hind!
Follow me on:
Twitter:
Instagram:
#NationalDayUAE #Sharjah #GyanaranjanMishra #AlMajaj #DubaiTourism
0 Comments